Download Now Banner

This browser does not support the video element.

ବାଲିପାଟଣା: ଆଳେସି ନିକଟରେ ବିଲକୁ ଖସିଲା ସ୍କୁଟି , ୨ଆହତ

Balipatna, Khordha | Sep 26, 2025
ରାଜଧାନୀ ଉପକଣ୍ଠ ବାଲିପାଟଣା ନିକଟସ୍ଥ ଆଳେସି ନିକଟରେ ବିଲକୁ ଖସିଲା ସ୍କୁଟି ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଏକ ସ୍କୁଟିରେ ଦୁଇ ଜଣ ଯୁବକ ନିଜ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରେଇ ବିଲ ମଧ୍ୟକୁ ସ୍କୁଟି ସହ ଦୁଇ ଜଣ ଯାତ୍ରୀ ଓଲଟି ପଡ଼ିଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ ।
Read More News
T & CPrivacy PolicyContact Us