Download Now Banner

This browser does not support the video element.

ଢେଙ୍କାନାଳ ସଦର: ଗଁଦିଆ ଥାନା ହରଡବେରଣା ଗ୍ରାମରୁ ଚୋରି ଅଭିଯୋଗରେ ଜଣେ କୋର୍ଟ ଚାଲାଣ

Dhenkanal Sadar, Dhenkanal | Aug 20, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ହରଡ଼ବେରଣା ଗ୍ରାମରେ ଗତ ରବିବାର ଦିନ ଘଟିଥିବା ଚୋରି ଘଟଣାରେ ଜଣେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତ ବେଳେ ଜାଣି ପାରିଥିଲା। ଆଜି ତା ୨୦।୮ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଉକ୍ତ ବ୍ୟକ୍ତିକୁ ଗଁଦିଆ ପୋଲିସ ଗିରଫ କରିଛି l
Read More News
T & CPrivacy PolicyContact Us