Download Now Banner

This browser does not support the video element.

ବୌଦ୍ଧ ସଦର: ମୁଣ୍ଡିପଦର ପାକ୍ସରେ ସାର ବଣ୍ଟନ ସମୟରେ ଚାଷୀଙ୍କ ମଧ୍ୟରେ ଉତ୍ତେଜନା

Baudh Sadar, Boudh (Bauda) | Sep 13, 2025
ଶନିବାର ବୌଦ୍ଧ ବ୍ଲକ ମୁଣ୍ଡି ପଦର ପାକ୍ସ ଠାରେ ସାର ବଣ୍ଟନ ବେଳେ ଚାଷୀ ମାନଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା | ସାର ପାଇଁ ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ଉକ୍ତ ପାକ୍ସକୁ 600 ବସ୍ତା ସାର ଯୋଗାଣ ହୋଇଥିବା ବେଳେ ସାର ଠାରୁ ଚାଷୀ ମାନଙ୍କ ପରିମାଣ ଅଧିକ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା l ପାକ୍ସ ସଭାପତି ହେମାନନ୍ଦ ଦାସ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରତ୍ୟେକ ଚାଷୀଙ୍କୁ 1 ବସ୍ତା ଲେଖାଏଁ ସାର ଦେବାକୁ ନିଷ୍ପତ୍ତି ନେଇଥିଲେ |
Read More News
T & CPrivacy PolicyContact Us