Install App
belpahar_update
This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳ ତଥା ଜିଲ୍ଲା ହକି ସଂଘର ସଭାପତି କୁଣାଲ ମୋତିରାମ ଚହ୍ବାଣ ଝାରସୁଗୁଡା ସ୍ଥିତ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି
Jharsuguda, Jharsuguda | Aug 26, 2025
ଝାରସୁଗୁଡା ଜିଲ୍ଲାପାଳ ତଥା ଜିଲ୍ଲା ହକି ସଂଘର ସଭାପତି କୁଣାଲ ମୋତିରାମ ଚହ୍ବାଣ ଝାରସୁଗୁଡା ସ୍ଥିତ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି l ଆଜି ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ ଟା ରେ ଜିଲ୍ଲାପାଳ ହକି ଷ୍ଟାଡିୟମ କୁ ପହଂଚିଥିବାବେଳେ ଜିଲ୍ଲା ହକି ସଂଘ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା l ଜିଲ୍ଲାପାଳ ସେଠାରେ ଥିବା ପ୍ରଶିକ୍ଷକଙ୍କ ସହିତ ପ୍ରଶିକ୍ଷଣ ଉପରେ ଆଲୋଚନା କରି ନିର୍ମାଣ ହେଉଥିବା ଷ୍ଟାଡିୟମର ଗୃହ ଓ ଷ୍ଟାଡିୟମ ବୁଲି ଦେଖିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!