Install App
newsjajpur9124
This browser does not support the video element.
ଯାଜପୁର: ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥ ଶୁଭାରମ୍ଭ
Jajapur, Jajpur | Sep 6, 2025
ଯାଜପୁର ଟାଉନ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ରଥ ଶୁଭାରମ୍ଭ l ଆଜି ଜିଲ୍ଲାପାଳ ଅମ୍ବର କୁମାର କର ଅତିଥିଭାବେ ଯୋଗଦେଇ ପତକା ଦେଖାଇ ଏହି ଦୁଇଟି ରଥର ଶୁଭାରମ୍ଭ କରିଥିଲେ l ଏହି ରଥ ଜିଲ୍ଲାର 10 ବ୍ଲକ ଓ ଦୁଇଟି ପୌରାଞ୍ଚଳ ବୁଲି ଗଛ ଲଗେଇବା ପାଇଁ ସଚେତନତା କରିବ l ଏହି ଅଭିଯାନରେ ଯାଜପୁର ଜିଲ୍ଲାରେ ସେପ୍ଟେମ୍ବର 17 ତାରିଖ ଦିନ କଟକ ଫରେଷ୍ଟ ଡିଭିଜନ ସହଯୋଗରେ ଗୋଟିଏ ଦିନରେ 3ଲକ୍ଷ ରୁ ଉର୍ଦ୍ଧ ଚାରାଗଛ ରୋପଣ କରାଯିବ ବୋଲି ସ୍ଥିର ହେଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!