This browser does not support the video element.
ସଦର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେଲେ ଥୁଆମୁଳ ରାମପୁର RD ବଙ୍ଗଳା ନିକଟରେ ବାଇକ୍ ଦୁର୍ଘଟଣାରେ ଗୁରୁତର ଯୁବକ
Sadar, Kalahandi | Sep 11, 2025
ଗୁରୁବାର ସନ୍ଧ୍ୟା ରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୁଣପୁର ମୁଖ୍ୟ ରାସ୍ତାର ଥୁଆମୁଳ ରାମପୁର ଆର୍.ଡି ବଙ୍ଗଳା ନିକଟରେ ଘଟିଛି ଏକ ବାଇକ୍ ଦୁର୍ଘଟଣା । ଏଥିରେ ଜଣେ ଯୁବକ ଗୁରୁତର ହେଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଗୁରୁତର ଯୁବକଙ୍କୁ ସନ୍ଧ୍ୟା ୭ଟା ବେଳେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ଦୁହେଁ ଚିରକେଲଗୁଡା ଗ୍ରାମର ହେମନ୍ତ ମାଝୀ ଏବଂ କୋବିନ ମାଝୀ ବୋଲି ଜଣାପଡିଛି।