Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଆଜି ଠାରୁ ପିତୃପକ୍ଷ ଆରମ୍ଭ l ବିଭିନ୍ନ ତୀର୍ଥ ପୁଷ୍କରିଣୀ ରେ ପିତୃ ପୁରୁଷ ଙ୍କ ଉଦେଶ୍ୟରେ ତିଳତର୍ପଣ କଲେ ଭକ୍ତ ଶ୍ରଦ୍ଧାଳୁ l

Puri M, Puri | Sep 8, 2025
ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି | ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି | ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁରପାର୍ଶରେ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି | ବହୁ ଲୋକ ନିଜନିଜ ପିତୃ ପୁରୁଷଙ୍କ ଉଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି | ଏନେଇ ଆଜି ସକାଳୁ ପୁରୀର ବିଭିର୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି | ଆଜି ସକାଳ 6 ସମୟରେ ଶ୍ରଦ୍ଧାଳୁ ମନେ ପିଣ୍ଡ ଦାନ କରିଥିଲେ l
Read More News
T & CPrivacy PolicyContact Us