Download Now Banner

This browser does not support the video element.

କଣ୍ଟାବାଞ୍ଜି: ତୁରେକେଲା ଥାନା ଲର୍କି ଗାଁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ପୋଲିସ ଅଧିକ ତଦନ୍ତ ଆରମ୍ଭ

Kantabanji, Balangir | Aug 30, 2025
ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ଲର୍କି ଗାଁ ରେ ଜଣେ ବ୍ୟକ୍ତି ପାରିବାରିକ କଳହ ଯୋଗୁଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ଗୁରୁତର ଅବସ୍ଥା ରେ ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି।
Read More News
T & CPrivacy PolicyContact Us