Download Now Banner

This browser does not support the video element.

ନୂଆପଡା: ପତୋରା ବୁଢାଦେଵ ମନ୍ଦିରରେ ସେବାପକ୍ଷ ପାଳନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Nuapada, Nuapada | Sep 10, 2025
ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୋଗେଶ୍ୱର ମଣ୍ଡଳ ର ସେବାପକ୍ଷ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ପତୋରା ବୁଢାଦେଵ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ଓଡିଶା ପ୍ରଦେଶ ର ପୂର୍ବତନ ସଭାପତି ତଥା କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ଭାଇ ପଣ୍ଡା , ଜିଲ୍ଲା ସଭାପତି କମଲେଶ ଦିକ୍ଷୀତ, ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଯୋଗେଶ୍ୱର ମଣ୍ଡଳ ସାଧାରଣ ସମ୍ପାଦକ ବାସୁଦେବ ବିଶି, ଚୁକେଶ କୁମାର ସାହୁ, ମହିଳା ମୋର୍ଚା ରୁ ଭୂନେଶ୍ୱରୀ ଦଣ୍ଡସେନା, ରାଜେଶ୍ୱରୀ ଠାକୁର, ମଣ୍ଡଳ କମିଟି ଏବଂ ସମସ୍ତ ବୁଥ ସଭାପତି ଓ ଶତାଧିକ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us