Download Now Banner

This browser does not support the video element.

କେନ୍ଦୁଝର ସହର: ଆନନ୍ଦପୁର ଇଣ୍ଡୋର ଷ୍ଟାଡ଼ିୟମରେ ବ୍ଲକ ସ୍ତରୀୟ ବ୍ୟାଡ଼ମ ପ୍ରତିଯୋଗିତା

Kendujhar Town, Kendujhar | Sep 2, 2025
ଆନନ୍ଦପୁର ବହୁମୂଖୀ ଷ୍ଟାଡିୟମ ଠାରେ ୨ତାରିଖ ମଙ୍ଗଳବାର ଦିନ ବ୍ଲକ ସ୍ତରୀୟ ବ୍ୟାଡ଼ମିଂଟନ ପ୍ରତି ତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁର ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀଙ୍କ ଆନୁକୂଲ୍ୟରେ ଆୟୋଜିତ ବ୍ୟାଡମିଂଟନ୍ ପ୍ରତିଯୋଗିତାରେ ଗିତାରେ ଆନନ୍ଦପୁର ଜୋନ, ଶାଳବଣୀ ଜେନା, ଫଚୁପଲ୍ଲୀ ଜୋନ ୪୦ଜଣ ଛାତ୍ରଛାତ୍ର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କ୍ରୀଡ଼ାବିତ୍ ତଥା କ୍ରୀଡ଼ା ସଂ ସଂସଦର ଉପ-ସଭାପତି ନିରାକାର ଦଳେଇ ଯୋଗ ଇ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ ।
Read More News
T & CPrivacy PolicyContact Us