Download Now Banner

This browser does not support the video element.

ଆସିକା: କବିସୂର୍ଯ୍ୟନଗର ରେ ଆୟୋଜିତ ମଣ୍ଡଳ ସ୍ଥରୀୟ କ୍ରୀଡା ପ୍ରତିଯୋଗିତା ଉଦଜାପାନୀ କାର୍ଯ୍ୟକ୍ରମ ରେ ଯୋଗଦେଇ ଅଭିଭାଷଣ ରଖିଲେ ଆସିକା ବିଧାୟକ

Asika, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ସ୍ଥିତ ପିଏମ ଶ୍ରୀ ମର୍ଦ୍ଧରାଜ ହାଇସ୍କୁଲ ଠାରେ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଉଦଯାପିତ ହୋଇଯାଇଛି l କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ କୁ ବିଡ଼ିଓ ରାଜେନ୍ଦ୍ର କୁମାର ନାୟକ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ l ଅପରାହ୍ନ ରେ କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ l
Read More News
T & CPrivacy PolicyContact Us