This browser does not support the video element.
ଝାରସୁଗୁଡା: ଆଜି ଝାରସୁଗୁଡା ମଙ୍ଗଲବଜାର ମହରମ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ପୁର୍ବତନ ବିଧାୟିକା ଦୀପାଲି ଦାସ।
Jharsuguda, Jharsuguda | Jul 17, 2024
ଆଜି ବୁଧବାର ସଂଧ୍ୟାରେ ଝାରସୁଗୁଡା ମଙ୍ଗଲବଜାର ମହରମ ପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗଦେଲେ ପୁର୍ବତନ ବିଧାୟିକା ଦୀପାଲି ଦାସ। ମଙ୍ଗଲବଜାର ଠାରେ ଶାନ୍ତି, ମୈତ୍ରୀର ପବିତ୍ର ମହରମ ଉପଲକ୍ଷେ ଝାରସୁଗୁଡ଼ା ମଙ୍ଗଳବଜାରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବହୁତ ଖୁସି ବ୍ୟକ୍ତ କରିଥିଲେ ଝାରସୁଗୁଡା ପୁର୍ବତନ ବିଧାୟିକା ଦୀପାଲି ଦାସ। ଭାଇଚାରାର ଏହି ପବିତ୍ର ପର୍ବ ସମସ୍ତଙ୍କ ପାଇଁ ସୁଖ ଶାନ୍ତିର ବାର୍ତ୍ତା ନେଇ ଆସୁ ବୋଲି କାମନା କରିଥିଲେ ପୂର୍ବତନ ବିଧାୟିକା ଦୀପାଲି ଦାସ।