Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବାପୁଜୀନଗର ପାଣି ଟାଙ୍କି ବସ୍ତି ଅଞ୍ଚଳର ଏକ କାରରୁ ବିପୁଳ ପରିମାଣର ଆସ୍କା 40 ଜବତ, ଜଣକୁ ଗିରଫ କଲା ଅବକାରୀ ଥାନା ପୋଲିସ

Bhubaneswar M Corp, Khordha | Aug 25, 2025
ବାପୁଜୀନଗର ପାଣି ଟାଙ୍କି ବସ୍ତି ଅଞ୍ଚଳର ଏକ କାରରୁ ବିପୁଳ ପରିମାଣର ଆସ୍କା -40ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 3.32ରେ ବାପୁଜୀନଗର ପାଣି ଟାଙ୍କି ବସ୍ତି ଅଞ୍ଚଳର ଏକ କାରରୁ ବିପୁଳ ପରିମାଣର ଆସ୍କା -40ଜବତ | ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ବଳ | ଜବତ ଆସ୍କା -40ର ମୂଲ୍ୟ 23ହଜାର 800ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ଥାନା ପୋଲିସ | ଜବତ ହୋଇଥିବା କାର ରେ ଆସ୍କା -40 ବୁଲି ବୁଲି ବିକ୍ରି କରୁଥିବା ତଦନ୍ତ ସମୟରେ ଜଣା ପଡିଛି |
Read More News
T & CPrivacy PolicyContact Us