This browser does not support the video element.
ପାରଳାଖେମୁଣ୍ଡି: କିଶୋର ନ୍ୟାୟାଳୟରେ ଦୁଷ୍କର୍ମ ମାମଲାରେ ନାବାଳକ କୁ ସଜ୍ଜା
Paralakhemundi, Gajapati | Aug 26, 2025
ଜିଲ୍ଲା କିଶୋର ନ୍ୟାୟାଳୟରେ ଦୁଷ୍କର୍ମ ମାମଲାରେ ନାବାଳକ କୁ ସଜ୍ଜା । ୨୦୨୧ ମସିହାର ଏକ ପକ୍ସୋ ମାମଲାର ଶୁଣାଣି ପାରଳାଖେମୁଣ୍ଡି ଜିଲ୍ଲା ଅଦାଲତ ର କିଶୋର ନ୍ୟାୟ ପରିଷଦ ଦ୍ବାରା ଶେଷ ହୋଇଥିବା ବେଳେ ନାବାଳକକୁ ଦୋଷୀ ସାବ୍ଯସ୍ତ କରିବା ସହିତ ଦୁଇ ବର୍ଷ ସଜା ଶୁଣାଇଛନ୍ତି । ଏହା ମଧ୍ଯରେ ନାବାଳକ ଦୋଷୀ କୁ ଚରିତ୍ର ଗଠନ, ଚରିତ୍ର ରେ ସୁଧାର ଆଣିବା ଓ ଦକ୍ଷତା ବୃଦ୍ଧି ପାଇଁ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଆବାସରେ ରହିବା ପାଇଁ କିଶୋର ନ୍ୟାୟ ପରିଷଦ ନିର୍ଦ୍ଦେଶ ଦେଇଛନ୍ତି । ପବ୍ଲିକ୍ ପ୍ରସିକ୍ୟୁଟର ଏଲ୍ ସଂଞ୍ଜିବ କୁମାର ମକଦ୍ଦମଟିକୁ ପରିଚାଳନା କରୁଥିବା ବେଳେ ନାବଳକ ପକ୍ଷରୁ ବରିଷ୍