Download Now Banner

This browser does not support the video element.

କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକ ତାଲସର ପଞ୍ଚାୟତରେ କାଦୁଅ ପଚ ପଚ ରାସ୍ତାରେ ଚାଲିଲେ ବିଧାୟକ,ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ #jansamasya

Kabisuryanagar, Ganjam | Aug 23, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଲସର ଗ୍ରାମ ପଞ୍ଚାୟତ ରୁ ଆସିଛି ଅଭାବନୀୟ ଦୃଶ୍ୟ, ଦୀର୍ଘ ଦିନ ଧରି କାଦୁଅ ପଚ ପଚ ରାସ୍ତାରେ ଗମନା ଗମନ କରୁଛନ୍ତି ଏହି ଗ୍ରାମବାସୀ. ନେତା ଆସନ୍ତି ଚାଲିଯାଆନ୍ତି ହେଲେ ପରିସ୍ଥିତି ଯଥା ପରମହ ତଥା କାର୍ଯ୍ୟ ଭଳି. ଵର୍ତମାନ ନିର୍ବାଚନ ମଣ୍ଡଳୀର ନୂତନ ବିଜେପି ବିଧାୟକ ଗ୍ରାମ କୁ ଗ୍ରସ୍ତ କରିଥିବା ବେଳେ ନିଜେ ସେହି ରାସ୍ତା ଦେଇ ଚାଲିଯାଇ ଥିବା ବେଳେ ରାସ୍ତା ନିର୍ମାଣ ପାଇଁ ଦେଇଛନ୍ତି ପ୍ରତିଶୃତି।
Read More News
T & CPrivacy PolicyContact Us