Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ମୁନସିପାଲଟି ସଭାଗୃହ ଠାରେ ଆଇନଗତ ସଫେଇ ସୁରକ୍ଷିତ ସଫେଇ ନେଇ ସଚେତନତା ଶିବିର

Koraput Town, Koraput | Aug 21, 2025
କୋରାପୁଟ ମୁନସିପାଲଟି ସଭାଗୃହ ଠାରେ ଆଜି ଅପରାହ୍ନ ୪ଟା ସମୟରେ ଆଇନଗତ ସଫେଇ ସୁରକ୍ଷିତ ସଫେଇ ଅଭିଯାନ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁନସିପାଲଟିର ସଫେଇ କର୍ମଚାରୀ ମାନଙ୍କୁ ଆଇନଗତ ସଫେଇ ସୁରକ୍ଷିତ ସଫେଇ ଅଭିଯାନ ସମ୍ପର୍କରେ ସଚେତନ କରାଯାଇଥିଲା। କୋରାପୁଟ ନିର୍ବାହୀ ଅଧିକାରୀ ଜ୍ଞାନଜୀତ ତ୍ରୀପାଠୀ ଉପସ୍ଥିତ ସଫେଇ କର୍ମଚାରୀ ମାନଙ୍କୁ ସଚେତନ କରିଥିଲେ।
Read More News
T & CPrivacy PolicyContact Us