Download Now Banner

This browser does not support the video element.

ପରଜଙ୍ଗ: ଭୁବନରେ ଗଣେଶ ମେଳଣ ପାଇଁ ଏନଏସି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ, ଉପସ୍ଥିତ ଥିଲେ ଉପଜିଲ୍ଲାପାଳ ଦିନମଣି ନାଏକ

Parajang, Dhenkanal | Aug 25, 2025
ଭୁବନରେ ଗଣେଶ ମେଳଣ ପାଇଁ ସୋମବାର ୫ଟାରେ ଏନଏସି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ ।ଢେଙ୍କାନାଳ ଜିଲା ଭୁବନ ଏନଏସିରେ ହେବାକୁ ଥିବା ଗଣେଶ ପୂଜା ମେଳଣ ପାଇଁ ଏନଏସି କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଉପଜିଲ୍ଲାପାଳ ଦିନମଣି ନାଏକ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us