Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ଠାରେ କେନ୍ଦ୍ରୀୟ ମାନକ ବ୍ୟୁରୋ ଦ୍ୱାରା ସଚେତନତା କର୍ମଶାଳା ଆୟୋଜିତ

Baudh Sadar, Boudh (Bauda) | Sep 11, 2025
ଗୁରୁବାର ଦିନ ବୌଦ୍ଧ ହୋଟେଲ କଳିଙ୍ଗ ଠାରେ କେନ୍ଦ୍ରୀୟ ମାନକ ବ୍ୟୁରୋ ଦ୍ୱାରା ବିଆଇଏସ ହଲମାର୍କ ସୁନା ଓ ରୁପା କାରବାର ସମ୍ପର୍କୀତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି l କେନ୍ଦ୍ରୀୟ ମାନକ ବ୍ୟୁରୋ ରାଜ୍ୟ ପ୍ରମୁଖ ତଥା ବରିଷ୍ଠ ନିର୍ଦେଶକ ଅକ୍ଷୟ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା l କେନ୍ଦ୍ରୀୟ ମାନକ ବ୍ୟୁରୋ, ଭୁବନେଶ୍ୱର ର ଏଚ.ଏମ.ଆର ଅମିତ କୁମାର ଯୋଗ ଦେଇ ଆଲୋଚନା କରିଥିଲେ |
Read More News
T & CPrivacy PolicyContact Us