Download Now Banner

This browser does not support the video element.

ସୁନ୍ଦରଗଡ ସହର: ଭୋଜ ପୁର ସଡକ ଦୁର୍ଘଟଣା ରେ ଜଣେ ମୃତ ସୂଚନା ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ରୋକ

Sundargarh Town, Sundargarh | Sep 26, 2025
ସୁନ୍ଦରଗଡ ଶୁକ୍ରବାର ଦିନ ପ୍ରାୟ ୧୦ ଟା ପାଖାପାଖି ସମୟରେ ଭୋଜ ପୁର ବାଇକ୍ ଦୁର୍ଘଟଣା ରେ ଜଣେ ମୃତ ସୂଚନା ଉତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ରୋକ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି
Read More News
T & CPrivacy PolicyContact Us