This browser does not support the video element.
ଝାରସୁଗୁଡା: ପାହାଡ଼ି ମନ୍ଦିର ନିକଟ ରାସ୍ତାରେ ସାଇଡ ମାଗିବାକୁ ନେଇ ଗଣ୍ଡଗୋଳ ଓ ମାଡ଼ପିଟ, ଟାଉନ ଥାନାରେ ପୃଥକ ପୃଥକ ମାମଲା ରୁଜ୍ଜୁ
Jharsuguda, Jharsuguda | Aug 23, 2025
ଝାରସୁଗୁଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ପାହାଡ଼ି ମନ୍ଦିର ନିକଟ ରାସ୍ତାରେ ସାଇଡ ମାଗିବାକୁ ନେଇ ଗତକାଲି ରାତିରେ ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଆହତ ହୋଇ ଦୁଇଜଣ ବ୍ୟକ୍ତି ଚିକିତ୍ସାଲୟରେ ଭର୍ତ୍ତି ହୋଇଥିଲେ। ତେବେ ଘଟଣାକୁ ନେଇ ଆଜି ଦିନ ବାରଟା ସମୟରେ ଆହତ ହୋଇ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତି ପ୍ରତିକ୍ରିୟା ରଖିଛନ୍ତି। ସୂଚନା ଅନୁଯାୟୀ ଗୋବିନ୍ଦ ମେହେର ଓ ଦିବ୍ୟାନଶ ତିୱାରି ଙ୍କ ମଧ୍ୟରେ ପାହାଡ଼ି ମନ୍ଦିର ନିକଟ ରାସ୍ତାରେ ଗାଡି ସାଇଡ କରିବାକୁ ନେଇ ଗଣ୍ଡଗୋଳ ହୋଇ ମାଡ଼ପିଟ ହୋଇଥିଲା। ଏହି ଗଣ୍ଡଗୋଳ ଓ ମାଡ଼ପିଟ କୁ ନେଇ ଟାଉନ ଥାନାରେ ଦୁଇଟି ପୃଥକ ପୃଥକ