Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଅଲଡ଼ା ପଞ୍ଚାୟତର ଡ଼ିଡ଼ିଙ୍ଗଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନଥିବା ଯୋଗୁଁ ଅଭିଭାବକ ସ୍କୁଲ ଗେଟ ରେ ପକାଇଲେ ତାଲା

Paralakhemundi, Gajapati | Sep 2, 2025
ଅଲଡ଼ା ପଞ୍ଚାୟତର ଡ଼ିଡ଼ିଙ୍ଗଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନଥିବା ଯୋଗୁଁ ପଢ଼େଇବା ପାଇଁ ଅଧିକା ଶିକ୍ଷକଙ୍କ ଆବଶ୍ୟକତାକୁ ସରକାର ପୂରଣ ନ କରିବାରୁ ଆଜି ଦଶଟା ବେଳେ ଅଭିଭାବକ ଓ ଗ୍ରାମବାସୀ ମିଶି ବିଦ୍ୟାଳୟ ଗେଟ ରେ ତାଲା ପକାଇ ବିଦ୍ୟାଳୟ କୁ ବନ୍ଦ କରିଦେଇଥିବା ସୂଚନା ମିଳିଛି।ଯାହା ଦ୍ୱାରା ପଢ଼ୁଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ବାହାରେ ଦଣ୍ଡାୟମାନ ହୋଇ ରହିଥିବା ଦୃଷ୍ଟି କୁ ଆସିଥିଲା. ସୂଚନା ମୁତାବକ ସେହି ବିଦ୍ୟାଳୟରେ ବାଲ ବଟିକା ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ନଅଟି ଶ୍ରେଣୀ କକ୍ଷରେ ପ୍ରାୟ 100 ରୁ ଉର୍ଦ୍ବ ପିଲା ପଢ଼ୁଥିବା ଗ୍ରାମବାସୀ କହୁଛନ୍ତି. ପର୍ବରୁ ପା
Read More News
T & CPrivacy PolicyContact Us