This browser does not support the video element.
ଝାରସୁଗୁଡା: ବାବୁଛିପିଡିହି ଗସ୍ତ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ
Jharsuguda, Jharsuguda | Aug 27, 2025
ଝାରସୁଗୁଡା ଜିଲ୍ଲା ଲାଇକେରା ବ୍ଲକ ବାବୁଛିପିଡିହି ଗସ୍ତ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ l ଆଜି ବୁଧବାର ଅପରାହ୍ନ ୧ ଟା ରୁ ୨ ମଧ୍ୟରେ ବାବୁ ଚିପିଡିହି ଏବଂ ବାରଗାଡ ଠାରେ ପୂଜା ମଣ୍ଡପରେ ଗଜପତିଙ୍କୁ ଦର୍ଶନ କରିବା ସହ ବିଘ୍ନବିନାଶକ ଭଗବାନ ଗଣେଶଙ୍କ ଆଶୀର୍ବାଦ ଭିକ୍ଷା କରି ଜନସାଧାରଣ ଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ l