Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଗାନ୍ଧୀ ନଗର ରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବହୁମାନ୍ୟ ବ୍ୟକ୍ତି, 9 ହଜାର ଉର୍ଦ୍ଧ ଲୋକ କଲେ ପ୍ରସାଦ ସେବନ
Nabarangapur PS, Nabarangpur | Aug 31, 2025
ଗାନ୍ଧୀ ନଗର ରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଲେ ବହୁମାନ୍ୟ ବ୍ୟକ୍ତି, 9 ହଜାର ଉର୍ଦ୍ଧ ଲୋକ କଲେ ପ୍ରସାଦ ସେବନ ଗାନ୍ଧିନଗର ପୂଜା କମିଟି ଦ୍ୱାରା ଅର୍ଣ୍ଣଭୋଗର ଆୟୋଜନ । ଆଜି ଗାନ୍ଧୀନଗର ପୂଜା କମିଟି ତରଫରୁ ଗଣେଷ ପୂଜା ମଣ୍ଡପ ଠାରେ ଏକ ଅର୍ଣ୍ଣଭୋଗ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ 9000 ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ। ଗାନ୍ଧୀନଗର ପୂଜା କମିଟି ସଦସ୍ୟଙ୍କ ସମ୍ବଲପୁରୀ ବେଶ ପୋଷାକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!