This browser does not support the video element.
ସୁନ୍ଦରଗଡ ସହର: ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହିରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ କ୍ରୀଡ଼ା ପ୍ରୋତ୍ସାହନ ଶୁଭାରମ୍ଭ
Sundargarh Town, Sundargarh | Sep 2, 2025
ଆଜି ସେପ୍ଟେମ୍ବର 2 ତାରିଖ ମଙ୍ଗଳବାର ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ (CSR) ପଦକ୍ଷେପ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ କ୍ରୀଡା ପ୍ରୋତ୍ସାହନ ପଦକ୍ଷପ ନୂଆଡିହିରେ ଆରମ୍ଭ କରାଯାଇଅଛି । ଯାହା ଅଞ୍ଚଳର ଯୁବ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ । ଏହି କ୍ରୀଡା ପ୍ରୋତ୍ସାହନ ପଦକ୍ଷପର ଉଦଘାଟନୀ ଉତ୍ସବ ନୂଆଡିହି ହାଇସ୍କୁଲ୍ ଖେଳ ପଡ଼ିଆରେ ଆୟୋଜନ କରାଯାଇଥିଲା । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସଦର ବିଧାୟକ ଯୋଗେଶ କୁମାର ସିଂହ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ