Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ଭିତରେ ଥିବା ୧୦୮ ଆମ୍ବୁଲାନ୍ସକୁ ଭାଙ୍ଗିଲେ ଡ୍ରାଇଭର

Titlagarh, Balangir | Sep 3, 2025
ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ଭିତରେ ଥିବା ୧୦୮ ଆମ୍ବୁଲାନ୍ସକୁ ଭାଙ୍ଗିଲେ ଡ୍ରାଇଭର କେଉଁ କାରଣରୁ ୧୦୮ ଆମ୍ବୁଲାନ୍ସ ଚାଳକ ଆମ୍ବୁଲାନ୍ସର ସବୁ କାଚ ବାଡେଇ ଭାଙ୍ଗି ଦେଇଛନ୍ତି ଜଣାପଡିନି, ତେବେ ପୋଲିସ ଆସି ଡାକ୍ତରଖାନାରୁ ଆସି ସେହି ଚାଳକଙ୍କୁ ନେଇ ଥାନାକୁ ଯାଇଥିବା ସୂଚନା ମିଳିଛି। ଗାଡ଼ି ନମ୍ୱର ହେଲା OD 02 CM 4038
Read More News
T & CPrivacy PolicyContact Us