Install App
harishbhoi
This browser does not support the video element.
ସୋହେଲା: ଖପାନପାଲୀ ଗ୍ରାମରେ ଅଂଚଲର ପ୍ରସିଦ୍ଧ ତଥା ବହୁ ପ୍ରତିକ୍ଷିତ ବଏଲ୍ ଯାତ୍ରା ଆଜି ଆରମ୍ଭ ହୋଇଛି । ଯୋଗଦାନ କଲେ ହଜାର ହଜାର ଭକ୍ତ
Sohela, Bargarh (Baragarh) | Oct 6, 2025
ସୋହେଲା ବ୍ଲକ ଅନ୍ତର୍ଗତ ଝର ଗ୍ରାମପଞ୍ଚାୟତ ର ଖପାନପଲୀ ଗ୍ରାମରେ ଅଂଚଲର ପ୍ରସିଦ୍ଧ ବଏଲ୍ ଯାତ୍ରା ଆଜି ସଂନ୍ଧ୍ଯା 7 PM ରୁ ଆରମ୍ଭ ହୋଇଛି । ଏହି ପ୍ରସିଦ୍ଧ ବଏଲ ଯାତ୍ରା ଦେଖିବା ପାଇଁ ଆଖପାଖ ଗ୍ରାମରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!