This browser does not support the video element.
ତଲସରା: ଝଣ୍ଡେଲବୁଡ଼ ସଫେଇ ନାଳରେ ଟିପ୍ପର ସହ ଚାଳକ ଭାସିଯିବା ଘଟଣା, ମୃତଦେହ ଉଦ୍ଧାର
Talasara, Sundargarh | Aug 27, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଝଣ୍ଡେଲବୁଡ଼ ନିକଟରେ ସଫେଇ ନାଳରେ ଭାସି ଟିପର ସହ ଚାଳକ ନିଖୋଜ ଘଟଣା ର ଅନ୍ତ ଘଟିଛି। ଆଜି ଦିନ ସାଢ଼େ ଦଶଟା ବେଳେ ଟିପର କୁ ଉଦ୍ଧାର କରିବା ସହ ଦିନ ସାଢ଼େ ଏଗାରଟା ବେଳେ ଚାଳକ ସୁଜିତ ବାର୍ଲା କୁ ଉଦ୍ଧାର କରିବା ରେ ସକ୍ଷମ ହୋଇଛି।