Download Now Banner

This browser does not support the video element.

ରାଜଗାଙ୍ଗପୁର: ସହରରେ ଗଣେଶ ମହୋତ୍ସବ ବିଭିନ୍ନ ପୂଜା ପେଣ୍ଡାଲ ପରିକ୍ରମା କଲେ ବିଧାୟକ

Rajagangapur, Sundargarh | Aug 30, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ୧୦ ଦିନ ଧରି ଅନୁଷ୍ଠିତ ହେଉଛି ଗଣେଶ ମହୋତ୍ସବ। ଆଜି ରାତିରେ ରାଜଗାଙ୍ଗପୁର ବିଧାୟକ ଡଃ ସିଏସ ରାଜନ ଏକ୍କା ବିଭିନ୍ନ ପୂଜା ପେଣ୍ଡାଲ ପରିକ୍ରମା କରିଥିଲେ। ପ୍ରକାଶ ଯୋଗ୍ୟ ଯେ ଏହି ମହୋତ୍ସବ ରେ ରାଜଗାଙ୍ଗପୁର ସହରରେ ୧୦୦ ରୁ ଉର୍ଦ୍ଧ୍ବ ପେଣ୍ଡାଲ ରେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ ପୂଜା ପାଉଛନ୍ତି।
Read More News
T & CPrivacy PolicyContact Us