Download Now Banner

This browser does not support the video element.

ମୋହନା: "ମାଲନ୍ୟୁଟ୍ରିସନ୍-ଫ୍ରି ଗ୍ରାମ ପଞ୍ଚାୟତ ଥିମ ୨ ନୁଆଗଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ଏକଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି।

Mohana, Gajapati | Sep 11, 2025
"ମାଲନ୍ୟୁଟ୍ରିସନ୍-ଫ୍ରି ଗ୍ରାମ ପଞ୍ଚାୟତ ଥିମ ୨ ନୁଆଗଡ଼ ପଞ୍ଚାୟତରେ ଏକଦିନିଆ ତାଲିମ ଶିବିର ଆଜି ଦିନ ଦୁଇ ଘଣ୍ଟ ସମୟରେ ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ପୋଷଣ ହୀନତାରୁ ମୁକ୍ତ ସୁସ୍ଥ୍ୟ ଗ୍ରାମ, ଗ୍ରାମପଞ୍ଚାୟତକୁ ପୂର୍ଣ୍ଣ ଭାବରେ "ପୋଷଣ ହୀନତା ମୁକ୍ତ" କରିବା, ଯାହାଦ୍ୱାରା ଶିଶୁ, ଗର୍ଭବତୀ ଓ ଜନନୀମାନଙ୍କ ସୁସ୍ଥ୍ୟତା ନିଶ୍ଚିତ ହେବ। ସଚେତନତା, ପୌଷ୍ଟିକ ଖାଦ୍ୟ ବଣ୍ଟନ ଓ ସମୁହୀୟ ଅଂଶଗ୍ରହଣ ମାଧ୍ୟମର
Read More News
T & CPrivacy PolicyContact Us