This browser does not support the video element.
ପାରଳାଖେମୁଣ୍ଡି: ପୂର୍ବ ପ୍ରଦତ୍ତ ଜମି ଚାଲିଯିବା ଭୟରେ ଭାଲିଆ ସାହି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ।
Paralakhemundi, Gajapati | Sep 5, 2025
ପୂର୍ବ ପ୍ରଦତ୍ତ ଜମି ଚାଲିଯିବା ଭୟରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ । ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ଆବାସିଂ ପଞ୍ଚାୟତ ଅନ୍ତର୍ଗତ କେ ଏମ୍ ଭାଲିଆସାହି ଗ୍ରାମବାସୀ ମାନେ ପୂର୍ବରୁ ସରକାରଙ୍କ ଦ୍ବାରା ପ୍ରଦାନ କରା ଯାଇଥିବା ଜମି ଯାହା ସବୁ ସେମାନଙ୍କ ନାମରେ ପଟ୍ଟାଙ୍କିତ ହୋଇଛି ସେସବୁ ଚାଲିଯିବା ଭୟରେ ଆଜି ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଛେଳିଗଡ ଜଳସେଚନ ପ୍ରକଳ୍ପର ବୁଡି ଅଞ୍ଚଳରେ ହରାଇ ଥିବା ବିସ୍ତାପିତ ଲୋକଙ୍କୁ ଏହି ଗାଁ ରେ ଥଇଥାନ କରିବାକୁ ସର୍ଭେ କରା ଯାଇଥିବା ଅନୁମାନ କରି ସଂପୃକ୍ତ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନକୁ ଲିଖିତ ପତ୍ର ପ୍ରଦାନ