Download Now Banner

This browser does not support the video element.

ବଡସାହି: ମହୁଲିଆ ଗ୍ରାମରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁରେ ମାମଲା ରୁଜୁକରି ମୃତଦେହ ଜବତ ପୂର୍ବକ ବ୍ୟବଚ୍ଛେଦ କରାଇଲା ବେତନଟୀ ପୁଲିସ

Barsahi, Mayurbhanj | Aug 28, 2025
ବେତନଟୀ ଉପକଣ୍ଠ ମହୁଲିଆ ଗ୍ରାମର ଜନୈକ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁରେ ଗୁରୁବାର ମାମଲା ରୁଜୁକରି ଶଵ ବ୍ୟବଚ୍ଛେଦ ପରେ ଗୁରୁବାର ଅପରାହ୍ନ ପାଞ୍ଚଟାରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ବେତନଟୀ ପୁଲିସ l ମୃତ ଯୁବକ ଜଣକ ହେଉଛନ୍ତି ମହୁଲିଆ ଗ୍ରାମର ରମାକାନ୍ତ ମହାନ୍ତଙ୍କ ପୁଅ ଲୋକନାଥ ମହାନ୍ତ l ଲୋକନାଥ ହଠାତ ଅସୁସ୍ଥ ଅନୁଭବ କରିବା ସହିତ ଗୁରୁତର ହୋଇପଡ଼ିଥିଲେ l ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l
Read More News
T & CPrivacy PolicyContact Us