Download Now Banner

This browser does not support the video element.

କଣ୍ଟାମାଳ: କଣ୍ଟାମାଳ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ପୁରା ଉଆଁସ ପର୍ବ ପାଳିତ

Kantamal, Boudh (Bauda) | Aug 23, 2025
ଶନିବାର କଣ୍ଟାମାଳ ସମେତ ବ୍ଲକର ବିଭିନ୍ନ ଅଞ୍ଚଳରେ ସପ୍ତପୁରୀ ଅମାବାସ୍ୟା ଅବସରରେ ପୁରା ଉଆଁସ ପର୍ବ ମହା ସମାରୋହରେ ପାଳିତ ହୋଇ ଯାଇଛି l ବ୍ଲକ ସଦର ମହକୁମା କଣ୍ଟାମାଳ ସମେତ ଘଣ୍ଟା ପଡା, ପଲସାଗୋରା ମନ ମୁଣ୍ଡା ଆଦି ଅଂଚଳର ସମସ୍ତ ଗ୍ରାମର ପିଠ ମାନଙ୍କରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବା ପରେ ଅପରାନ୍ହରେ ପ୍ରତ୍ୟେକ ଗ୍ରାମରେ ଶିଶୁ ମାନେ ପୁରା ଉଆଁସ ଅବସରରେ ହାତୀ ଘୋଡା ଓ କାଞ୍ଚି କୁଣ୍ଢ1 ଖେଳି ଉପଭୋଗ କରିଥିଲେ |
Read More News
T & CPrivacy PolicyContact Us