Download Now Banner

This browser does not support the video element.

କଣ୍ଟାମାଳ: ଦମାମୁଣ୍ଡା ରାସ୍ତା ରୁ ଦେଶୀ ମଦ ଜବତ କଲା ଅବକାରୀ ବିଭାଗ

Kantamal, Boudh (Bauda) | Sep 9, 2025
ଦେଶୀ ମଦ ଜବତ କଲା ଅବକାରୀ ବିଭାଗ ମନମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରିଛି | ମନମୁଣ୍ଡା ଥାନା ଦମାମୁଣ୍ଡା ଗ୍ରାମ୍ୟ ରାସ୍ତାରେ ବେଆଇନ ଭାବରେ ମଦ ବିକ୍ରି ହେଉଥିବା ଖବର ପାଇ ମନମୁଣ୍ଡା ଅବକାରୀ ଅଧିକାରୀ ଜୟନ୍ତୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ସାନନ୍ଦ କର୍ମୀ ନିକଟରୁ ୮ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଏକ ମାମଲା ରୁଜୁ କରି ସେବା ନୋଟିସ ଦେଇ ମାଫିଆକୁ ଛାଡି ଦେଇଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି
Read More News
T & CPrivacy PolicyContact Us