Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ନାଁ ରେ ଆସିଛି ଅଭିଯୋଗ

Jharsuguda, Jharsuguda | Dec 30, 2024
ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ନାଁ ରେ ଆସିଛି ଅଭିଯୋଗ । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ଠିକ୍ ଭାବେ ସେବା ଯୋଗାଇ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି । ଆଜି ସକାଳ ୯ ଟା ସମୟରେ ଜଣେ ବ୍ୟକ୍ତି ଏକ ବାଛୁରୀ କୁ ନେଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ଆସିଥିଲେ । ହେଲେ ୧୦ ଟା ପର୍ଯ୍ୟନ୍ତ ଚିକିତ୍ସାଳୟ ଖୋଲା ହୋଇ ନ ଥିଲା ।
Read More News
T & CPrivacy PolicyContact Us