Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପ୍ରି ଅକ୍ଟିଭେଟ ସିମ ବିକ୍ରି କରି ବନ୍ଧା ହେଲା ବ୍ୟବସାୟୀ, VSS ନଗର ସାଇବର ଥାନାରେ ଡିସିପି ଙ୍କ ପ୍ରତିକ୍ରିୟା
Bhubaneswar M Corp, Khordha | Aug 30, 2025
ପ୍ରି ଅକ୍ଟିଭେଟ ସିମ ବିକ୍ରି କରି ବନ୍ଧା ହେଲା ବ୍ୟବସାୟୀ । ଭୁବନେଶ୍ୱରର କଳିଙ୍ଗ ବିହାର ସ୍ଥିତ ଶୁଭମ୍ କମ୍ୟୁନିକେସନ ଦୋକାନରେ ଚଢାଉ କରି ବ୍ୟବସାୟୀ କିଶୋର ପାତ୍ରଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ତାଙ୍କର ଦୋକାନର ବହୁ ପ୍ରି ଅକ୍ଟିଭେଟ ସିମ ଜବତ୍ କରାଯାଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!