Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭରତପୁର ଚାରି ଛକ ରେ ଥିବା ଦୋକାନ ରୁ 1.9କେଜି ଗଞ୍ଜେଇ ଜବତ, ଜଣଙ୍କୁ ଗିରହ କଲା ଅବକାରୀ ଥାନା ପୋଲିସ

Bhubaneswar M Corp, Khordha | Sep 3, 2025
ଭରତପୁର ଚାରି ଛକ ରେ ଥିବା ଦୋକାନ ରୁ 1.9କେଜି ଗଞ୍ଜେଇ ଜବତ, ଜଣଙ୍କୁ ଗିରହ କଲା ଅବକାରୀ ଥାନା ପୋଲିସ | ଆଜି 3.56ରେ ବିଶେଷ ସୂତ୍ରରୁ ସୂଚନା ପାଇ ଅବକାରୀ ଥାନା ପୋଲିସ ଭରତପୁର ଚାରି ଛକରେ ଥିବା ଦୋକାନ ରେ ରେଡ କରିଥିଲେ | ତଲାସି ବେଳେ ଉକ୍ତ ଦୋକାନ ରୁ 1.9କେଜି ଗଞ୍ଜେଇ ଜବତ କଲା ଅବକାରୀ ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଉଛନ୍ତି ଅଶୋକ ବିଶ୍ୱାଳ | ସେ ଦୋକାନ ରେ ଛୋଟ ଛୋଟ ପୁଡିଆ କରି ଗ୍ରାହକ ମାନଙ୍କୁ ବିକ୍ରି କରୁଥିଲେ | ଏନେଇ ଗୁଇନ୍ଦା ସୂଚନା କୁ ଆଧାର କରି ରେଡ କରିଥିଲା ଅବକାରୀ ଥାନା ପୋଲିସ |
Read More News
T & CPrivacy PolicyContact Us