This browser does not support the video element.
ମୋହନା: ଲେଙ୍ଗେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗୋଳି ପାଣି ଭରଷା।
Mohana, Gajapati | Sep 11, 2025
ଲେଙ୍ଗେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗୋଳି ପାଣି ଭରଷା। ନୂଆଗଡ ବ୍ଲକ ଅନ୍ତର୍ଗତ ଲେଙ୍ଗେ ଗ୍ରାମ ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ, ବିଦ୍ୟାଳୟ ଶ୍ରେଣୀ ଗୃହ ଓ ପାନୀୟ ଜଳ ର ସମସ୍ୟା ଦେଖା ଦେଇଛି। ଯାହା ଫଳରେ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଅଧୟନ କରୁଥିବା ବେଳେ ଦୁଇଟି ଶିକ୍ଷକ ସାଙ୍ଗ କୁ ଦୁଇଟି ଶ୍ରେଣୀ ଗୃହ ରହିଛି।ଆଜି ଦିନ ଗୋଟାଏ ସମୟରେ ଦେଖିବାକୁ ମିଳିଥିଲା