Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପାଣିପାଗ ସ୍ଥିତି ନେଇ ଅଫିସରେ ପ୍ରତିକ୍ରିୟା ରଖିଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ସଂଜୀବ ଦିୱେଦି

Bhubaneswar M Corp, Khordha | May 30, 2025
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ । ବର୍ତ୍ତମାନ ବାଂଲାଦେଶ ଉପରେ ସକ୍ରିୟ ଥିବାବେଳେ, ପ୍ରଭାବରେ ଆଜି ଉତ୍ତରପୂର୍ବ ରାଜ୍ୟ ଗୁଡିକ ପାଇଁ ପ୍ରବଳରୁ ଅତିପ୍ରବଳ ତଥା କିଛି ଅଞ୍ଚଳରେ ଅତ୍ୟନ୍ତଭାରି ବର୍ଷା ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୩୧ ତାରିଖ ପରେ ବଦଳିବ ପାଗ। ଆଗକୁ ପାଣିପାଗ ନିୟମକ ସକ୍ରିୟ ନଥିବାରୁ ପାଗ ବଦଳିବ ।
Read More News
T & CPrivacy PolicyContact Us