Download Now Banner

This browser does not support the video element.

ଝାରସୁଗୁଡା: କୁଡାଲୋଇ ଠକଠକି ପଡାରେ ଗୋ ମାଂସ ବିକ୍ରି ଅଭିଯୋଗ ରେ ୪ ଗିରଫ

Jharsuguda, Jharsuguda | Sep 10, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଡାଲୋଇ ଠକଠକି ପଡାରେ ଗୋ ମାଂସ ବିକ୍ରି ଅଭିଯୋଗ ରେ ୪ ଗିରଫ l ଗିରଫ ଅଭିଯୁକ୍ତମାନେ ଜଗଦିଶ ରୋହିଦାସ, ଭୀଷ୍ମ ରୋହିଦାସ, ଇଲି ଆଜାହାର ହରୋ ଓ ଐଶନ ବାରୁ ବୋଲି ଲଖନପୁର ପୋଲିସ ସୂଚନା ଦେଇଛି l ଆଜି ଅଭିଯୁକ୍ତ ମାନେ ଗୋ ମାଂସ ବିକ୍ରି କରୁଥିବା ଖବର ପାଇ ବଜରଙ୍ଗ ଦଳ ର ସଦସ୍ୟ ମାନେ ଲଖନପୁର ପୋଲିସ କୁ ଖବର ଦେବା ସହ ଘଟଣାସ୍ଥଳ କୁ ପହଞ୍ଚିଥିଲେ l
Read More News
T & CPrivacy PolicyContact Us