This browser does not support the video element.
ସୋରଡା: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା କୁଲଙ୍ଗି ଓ ଲାଠିପଡ଼ା ଗ୍ରାମ ମଝିରେ ଥିବା ହାଡ଼ି ମଶାଣି ଠାରେ ଏକ ବିଲ ରୁ ଗଲିତ ଶବ୍ ଉଦ୍ଧାର ।
Surada, Ganjam | Sep 5, 2025
ସୋରଡ଼ା ଥାନା କୁଲଙ୍ଗି ଓ ଲାଠିପଡ଼ା ମଝିରେ ଥିବା ହାଡ଼ି ମଶାଣି ଠାରେ ଏକ ବିଲରୁ ଗଲିତ ଶବ୍ ଉଦ୍ଧାର।ମୃତକ ଜଣକ ହେଲେ ଲାଠିପଡ଼ା ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ପୁଅ ବିଭୁ ପ୍ରସାଦ ସ୍ୱାଇଁ ବୟସ ୨୫।ବିଭୁ ଗତ ପାଞ୍ଚ ଦିନ ହେଲା ଘର ଛାଡି କେଉଁ ଆଡ଼େ ପାଲେଇଯାଇଥିଲେ।ଏନେଇ ଘର ଲୋକ ସୋରଡ଼ା ଥାନାରେ ଗତ ୩ ତାରିଖରେ ଏକ ନିଖୋଜ ଥିବା ଏତେଲା ଦେଇଥିଲେ।ପୋଲିସ ବହୁ ଖୋଜା ଖୋଜି କରୁଥିଲେ କିନ୍ତୁ ପାଇ ନଥିଲେ,ଗତକାଲି ସନ୍ଧ୍ୟା ସମୟରେ ବିଭୁର ମୃତ ଶରୀର ବିଲରୁ ଉଦ୍ଧାର କରି ପୋଲିସ ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଆଜି ସାଇଣ୍ଟିପିକ ଟିମ ପହଁଚି କରୁଛି ତଦନ୍ତ.