Download Now Banner

This browser does not support the video element.

ମାଥିଲି: ମାଥିଲିରେ ଅନୁଷ୍ଠିତ ଜଗନ୍ନାଥ କୋପେ ମେମୋରିଆଲ କପ୍ ଉଦଯାପିତ, କୋରାପଲ୍ଲୀ ଚାମ୍ପିଆନ

Mathili, Malkangiri | Aug 23, 2025
ମାଲକାନଗିରି ଜିଲ୍ଲା ମାଥିଲି ରେ ଅନୁଷ୍ଠିତ ଜଗନ୍ନାଥ କୋପେ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପ୍ରିୟା ନାୟକ, ବାଲାରାଜୁ କୋପେ ଓ ବସନ୍ତ ଶଗରିଆ ପ୍ରମୂଖ ଉପସ୍ଥିତ ହୋଇ ପୁରଷ୍କାର ପ୍ରଦାନ କରିଛନ୍ତି।
Read More News
T & CPrivacy PolicyContact Us