Download Now Banner

This browser does not support the video element.

ନୂଆପଡା: ଚୋରି ହୋଇଥିବା ଦୁଇ ଚକିଆ ଗାଡ଼ି ଜବତ, ଜୋଙ୍କ ପୋଲିସ ଦ୍ୱାରା ଦୁଇ ଜଣ ଗିରଫ

Nuapada, Nuapada | Sep 4, 2025
ନୂଆପଡ଼ା ଜିଲ୍ଲା ଜୋଙ୍କ ପୋଲିସ ପକ୍ଷରୁ ଗାଡି ଚୋରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। । ଚୋରି ହେଇଥିବା ଦୁଇ ଚକିଆ ଗାଡିକୁ ଜୋଙ୍କ ପୋଲିସ ଜବତ କରିଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଜୋଙ୍କ ଥାନା ଅଧିକାରୀ ଆଜି ସନ୍ଧ୍ୟା ୬ ଟା ସମୟରେ ସୂଚନା ଦେଇଛନ୍ତି। ଦୁଇ ଜଣ ଅଭିଯୁକ୍ତ ଖରିଆର ରୋଡ଼ର ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Read More News
T & CPrivacy PolicyContact Us