Download Now Banner

This browser does not support the video element.

କୋରାପୁଟ ସହର: ଏ ମାଲକାନଗିରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବିପଦ ସଙ୍କୁଳ ରେ ଶ୍ରେଣୀ ଗୃହ, ତୁରନ୍ତ ମରାମତି ପାଇଁ ଦାବି କଲେ ସ୍ଥାନୀୟ ଜନପ୍ରତିନିଧି

Koraput Town, Koraput | Sep 11, 2025
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକ୍ ଏ ମାଲକାନଗିରି ପଞ୍ଚାୟତ ସଦରମହକୁମା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।  ବିଦ୍ୟାଳୟରେ ଗୋଟିଏ ପଟେ ପାଠପଢ଼ା ଚାଲୁଥିବା ବେଳେ ଅନ୍ୟପଟେ ଛାତରୁ ଖସୁଛି ସିଲିଂ। ପିଲାଙ୍କ ଉପରେ ପଡିବା ଯଥେଷ୍ଟ ସମ୍ଭାବନା ଥିବାରୁ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଜନପ୍ରତିନିଧି ପ୍ରଶାସନକୁ ଆଜି ଅପରାହ୍ନ ୪ଟା ସମୟରେ ନିବେଦନ କରିଛନ୍ତି।
Read More News
T & CPrivacy PolicyContact Us