Download Now Banner

This browser does not support the video element.

କେନ୍ଦୁଝର ସହର: ଠାକୁରମୁଣ୍ଡା ଅଞ୍ଚଳରେ ଭାଲୁ ଆକ୍ରମଣରେ ମହିଳା ଆହତ

Kendujhar Town, Kendujhar | Aug 28, 2025
ଠାକୁରମୁଣ୍ଡା ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
Read More News
T & CPrivacy PolicyContact Us