This browser does not support the video element.
କଣ୍ଟାମାଳ: ବାଉଁଶୁଣୀ ଓ ଘଣ୍ଟାପଡ଼ା ଥାନା ପୋଲିସ ପକ୍ଷରୁ 'ଫିଟନେସ କି ଡୋଜ୍ ଅଧା ଘଣ୍ଟା ରୋଜ୍' କାର୍ଯ୍ୟକ୍ରମ ଅନୁଷ୍ଠିତ
Kantamal, Boudh (Bauda) | Aug 24, 2025
ରବିବାର ଦିନ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଓ ଘଣ୍ଟାପଡା ଥାନା ପୋଲିସ ପକ୍ଷରୁ ଫିଟନେସ କି ଡୋଜ୍ ଅଧା ଘଣ୍ଟା ରୋଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉଭୟ ଥାନାର ଆଇଆଇସିଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଥାନା ସମ୍ମୁଖରୁ ସାଇକେଲ ଚାଳନା କରି ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି ପ୍ରତିଦିନ ଅଧା ଘଣ୍ଟା ସାଇକେଲ ଚଲାଇବା ଦ୍ବାରା ସୁସ୍ଥ ରହିବା ବୋଲି ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ |