This browser does not support the video element.
ପରଜଙ୍ଗ: କଙ୍କଡାହାଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Parajang, Dhenkanal | Aug 26, 2025
କଙ୍କଡାହାଡ଼ ପଂଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ୩ଟାରେ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଉପସ୍ଥିତ ରହିଲେ ବ୍ଲକ ଅଧ୍ୟକ୍ଷ। ଚାରୂଲତା ମିଶ୍ର ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ପଂଚାୟତ କାର୍ଯ୍ୟାଳୟରେ ମଙ୍ଗଳବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ସରକାରୀ କାମ ଉପରେ ସଚେତନ ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବ୍ଲକ ଅଧ୍ୟକ୍ଷ। ଚାରୂଲତା ମିଶ୍ର ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଯଶୋବନ୍ତ ଦେହୁରୀ କେରଜୁଳି ସରପଞ୍ଚ ରାଜକିଶୋର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।