Download Now Banner

This browser does not support the video element.

ଘସିପୁରା: ବର୍ଷାରେ ଘର କାନ୍ଥ ପଡ଼ି କୋଲ୍ହବେଡ଼ା ଜଣେ ମୃତ୍ୟୁ ୨ ଗୁରୁତର ଘଟଣାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭେଟିଲେ ଉପଜିଲ୍ଲାପାଳ

Ghasipura, Kendujhar | Sep 6, 2025
ବର୍ଷାରେ ଘର କାନ୍ଥ ପଡ଼ି ଜଣେ ମୃତ୍ୟୁ ୨ ଗୁରୁତର ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଘଷିପୁରା ଥାନା ଅନ୍ତର୍ଗତ ରାଧିକଦେଇପୁର ପଞ୍ଚାୟତ କୋଲ୍ହବେଡା ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା ଘରକାନ୍ଥ ପଡ଼ି ଜଣେ ମୃତ୍ୟୁ ୨ ଗୁରୁତର ଗୁରୁତର ବ୍ୟକ୍ତି ମାନେ ହେଲେ କୋଲ୍ହବେଡା ଗ୍ରାମର ଚନ୍ଦନ ଜେନା ଙ୍କ ପତ୍ନୀ ସସ୍ମିତା ଜେନା ବଡ଼ ପୁଅ ରାଜା ଜେନା, ସାନ ପୁଅ ଆଦିତ୍ୟ ଜେନା, ବୋଲି ଜଣାପଡିଛି I
Read More News
T & CPrivacy PolicyContact Us