Download Now Banner

This browser does not support the video element.

ବାଙ୍କୀ: ବାଙ୍କୀ ବ୍ୟାଙ୍କ ଅନ୍ତର୍ଗତ କୃଷ୍ଣପଲ୍ଲିପାଟଣା ସେବା ସମବାୟ ସମିତି ର ୧୦୦ ବର୍ଷ ପୂର୍ତ୍ତିରେ ଯୋଗଦେଲେ ବାଙ୍କୀ ବିଧାୟକ

Banki, Cuttack | Apr 25, 2025
ଅପରାହ୍ନ ରେ ବାଙ୍କୀ ବ୍ୟାଙ୍କ ଅନ୍ତର୍ଗତ କୃଷ୍ଣପଲ୍ଲିପାଟଣା ସେବା ସମବାୟ ସମିତି ର ୧୦୦ ବର୍ଷ ପୂର୍ତ୍ତି ପାଳନ ହୋଇଯାଇଛି। ଏଥିରେ ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବାଙ୍କୀ କେନ୍ଦ୍ର ବ୍ୟାଙ୍କ୍ ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ପାଢି ଯୋଗଦାନ କରିଥିଲେ।
Read More News
T & CPrivacy PolicyContact Us