Download Now Banner

This browser does not support the video element.

ଟିଟିଲାଗଡ: ନକଲି ସିମ୍ ବ୍ୟବହାର କରି ଅଙ୍କୁର ଅଗ୍ରୱାଲ ମହିଳାଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଛାଡ଼ିବା ପାଇଁ କହି କରୁଥିଲେ ବ୍ଲାକମେଲ

Titlagarh, Balangir | Oct 9, 2025
ମାଷ୍ଟର ମାଇଣ୍ଡ ଅଙ୍କୁର ଅଗ୍ରୱାଲଙ୍କ ନାଁ ରେ ଆଉ ଏକ ମାମଲା ରୁଜୁ। ମହିଳାଙ୍କ ନଗ୍ନ ଫଟୋ ଛାଡ଼ି ଦେବା ପାଇଁ କହି କରୁଥିଲା ବ୍ଲାକମେଲ ଟିଟିଲାଗଡ଼ - ଗତ ୨୮ ତାରିଖ ରାତିରେ ଟିଟିଲାଗଡ଼ର ହୋଟେଲ ବ୍ୟବସାୟୀ ଶିବ ଦୟାଲ ଜୈନଙ୍କୁ ବିନା ନମ୍ବର ପ୍ଲେଟ ଥିବା ବୋଲେରୋ ଗାଡ଼ିରେ ଧକ୍କା ମାରି ଚଢାଇ ହତ୍ୟା ଉଦ୍ୟମ ଘଟଣାରେ ଟିଟିଲାଗଡ଼ର ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଥିଲା ପୋଲିସ। ସେ ମାମଲାରେ ବେଲ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ପୋଲିସର ତଦନ୍ତ ଆଗକୁ ବଢ଼ି ଥିବା ବେଳେ ଅଙ୍କୁର ନକଲି ସିମ ବ୍ୟବହାର କରି ନଗ୍ନ ଫଟୋ ଛାଡ଼ି ଦେବା ପାଇଁ କହି କରୁଥିଲା
Read More News
T & CPrivacy PolicyContact Us