Install App
angulkhabar123
This browser does not support the video element.
ଅନୁଗୋଳ: ବଡ଼ହିଂସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘର ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଲେ ବିଡ଼ିଓ
Anugul, Angul | Sep 3, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଡ଼ହିଂସର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘର ୨୦୨୫ ବର୍ଷ ସୁଦ୍ଧା ସାରିବାକୁ ବିଡ଼ିଓ ଲୋଚନ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଆଜି ନୂତନ ଭାବେ ତିଆରି ହେଉଥିବା ପଞ୍ଚାୟତ କାର୍ଯ୍ୟାଳୟର ପରିଦର୍ଶନ କଲେ ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀ।
Share
Read More News
T & C
Privacy Policy
Contact Us
Your browser does not support JavaScript!